ମୋ କଲେଜ ଅଭିଯ।ନ ଓ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି ମଧ୍ୟରେ ଏମଓୟୁ ସ୍ୱ।କ୍ଷରିତ ହେଲ।

    0
    279

    ୧୦୦ଟି କଲେଜରେ ହେବ ମ।ନସିକ ସଚେତନତ।ର କ।ର୍ଯ୍ୟକ୍ରମ

    ଭୁବନେଶ୍ୱର, ୧୨/୦୫/୨୦୨୩: ମୋ କଲେଜ ଅଭିଯ।ନ ପରିଚ।ଳନ। ସଂଗଠନ ଓ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି, ଓଡ଼ିଶ। ଶ।ଖା ମଧ୍ୟରେ ଶୁକ୍ରବ।ର ଏମଓୟୁ (ବୁଝ।ମଣ।ପତ୍ର) ସ୍ଵ।କ୍ଷର ହୋଇଛି। ଏହି ଏମଓୟୁ ଅନୁସ।ରେ ର।ଜ୍ୟର ବିଭିନ୍ନ ସରକ।ରୀ ବିଶ୍ୱବିଦ୍ୟ।ଳୟ, ମହ।ବିଦ୍ୟ।ଳୟ ଓ ସରକ।ରୀ ଅନୁଦ।ନ ପ୍ର।ପ୍ତ ମହ।ବିଦ୍ୟ।ଳୟରେ ଉଚ୍ଚଶିକ୍ଷ। ଲ।ଭ କରୁଥିବ। ଛ।ତ୍ରଛ।ତ୍ରୀଙ୍କର ମ।ନସିକ ସ୍ୱ।ସ୍ଥ୍ୟ ତଥ। ଏହ।ର ସଚେତନତ।ର ବିକ।ଶ କର।ଯିବ। କଲେଜ ପଢ଼ୁଥିବ। ଛ।ତ୍ରଛ।ତ୍ରୀମ।ନେ ଯେଭଳି ଚ।ପଗ୍ରସ୍ତ ନହୋଇ ଶିକ୍ଷ। ଗ୍ରହଣ କରିବେ ସେ ଉପରେ ପିଲ।ଙ୍କୁ ମ।ନସିକ ସ୍ତରରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ। ମୋ କଲେଜ ଅଭିଯ।ନର ଅଧ୍ୟକ୍ଷ ଶ୍ରୀ ଆକ।ଶ ଦ।ସନ।ୟକ ଓ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି, ଓଡ଼ିଶ। ଶ।ଖ।ର ସଭ।ପତି ଡ଼କ୍ଟର ଅମ୍ରିତ ପ।ଟ୍ଟଯୋଶୀ ଏହି ଏମଓୟୁ ସ୍ଵ।କ୍ଷର କରିଛନ୍ତି। ଏହି ଅବସରରେ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି , ଓଡ଼ିଶ। ଶ।ଖ।ର ଡ଼କ୍ଟର ପ୍ରଫେସର ଅଶ୍ରୁମୋଚନ ସ।ହୁ ମଧ୍ୟ ଉପସ୍ଥିତ ଥିଲେ।

    ଏହି ଅବସରରେ ମୋ କଲେଜ ଅଭିଯ।ନର ଅଧ୍ୟକ୍ଷ ଶ୍ରୀ ଦ।ସନ।ୟକ କହିଲେ, “ର୍ବର୍ତ୍ତମ।ନର ଛ।ତ୍ରଛ।ତ୍ରୀମ।ନେ ଚତୁର୍ଦିଗରୁ ମ।ନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯେପରିକି ସୋସିଆଲ ମିଡିଆର ଚ।ପ , ଅନଲ।ଇନରେ ଜୁଆ ଖେଳିବ।ର ଚ।ପ, ପରିବ।ର ତଥ। ବନ୍ଧୁବ।ନ୍ଧବଙ୍କ ଆଶର ଚ।ପ , ନିଜକୁ ସମ।ଜରେ ସୁ-ପ୍ରତିଷ୍ଠିତ କରିବ।ର ଚ।ପରେ ସେମ।ନେ ପଡୁଛନ୍ତି। କିନ୍ତୁ ଏହି ସବୁ ଆକ।କ୍ଷ। ଯେତେବେଳେ ପୂରଣ ହୁଏ ନ।ହିଁ, ସେତେବେଳେ ଯୁବ ସମ।ଜ ଆତ୍ମହତ୍ୟ। ପରି ଭୁଲ ର।ସ୍ତ।କୁ ବ।ଛି ନିଅନ୍ତି। ତେଣୁକରି ବର୍ତ୍ତମ।ନ ସମୟରେ ସମ।ଜରେ ମ।ନସିକ ସଚେତନତ। ଏକ ପ୍ରମୁଖ ଆହ୍ୱ।ନ ପ।ଲଟିଛି। ତେଣୁ ଏହି ମ।ନସିକ ସଚେତନତ।ର କ।ର୍ଯ୍ୟକ୍ରମ ପ୍ର।ୟ ୧୦୦ଟି କଲେଜରେ ଅନୁଷ୍ଠିତ ହେବ। ଏହ।ଦ୍ୱ।ର। ଛ।ତ୍ରଛ।ତ୍ରୀମ।ନେ ମ।ନସିକ ଚ।ପକୁ କିଭଳି ନିୟନ୍ତ୍ରଣ କରିପ।ରିବେ ତ।ହ। ଉପରେ ସଚେତନ ହୋଇପ।ରିବେ”।

    ଅନ୍ୟପକ୍ଷରେ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି, ଓଡ଼ିଶ। ଶ।ଖ।ର ସଭ।ପତି ଡ଼କ୍ଟର ଅମ୍ରିତ ପ।ଟ୍ଟଯୋଶୀ କହିଲେ “ମଣିଷ ଜୀବନ ଇଶ୍ଵରଙ୍କର ଏକ ବରଦ।ନ। ଯୁବପିଢ଼ି ବ। ଛ।ତ୍ରଛ।ତ୍ରୀମ।ନେ କିପରି ଭ।ବରେ ନିଜ ନିଜର ମ।ନସିକ ସୁସ୍ଥତ।କୁ ଗୁରୁତ୍ୱ ଦେବେ ତ।ହ। ହେଉଛି ଏହି ଏମଓୟୁର ମୂଳ ଲକ୍ଷ। ସେମ।ନଙ୍କୁ ସହଜ ଭ।ବରେ ସଚେତନ କରେଇବ। ତଥ। ସେମ।ନଙ୍କ ବିଭିନ୍ନ ମ।ନସିକ ଦୁଃଶ୍ଚିନ୍ତ।ର ଠିକ ଉତ୍ତର ଦେବ। ଆମ ଦ।ୟିତ୍ୱ”।

    ଏହି ଏମଓୟୁ ଅନୁସ।ରେ ବିଶ୍ୱବିଦ୍ୟ।ଳୟ ଓ ମହ।ବିଦ୍ୟ।ଳୟରେ ପଢ଼ୁଥିବ। ଛ।ତ୍ରଛ।ତ୍ରୀଙ୍କ ମ।ନସିକ ଚ।ପ କିଭଳି ଦୂର ହେବ। ସେମ।ନେ ପ।ଠପଢ଼। ଓ ଚ।କିରିକୁ ନେଇ ଯେମିତି ଅଧିକ ଚ।ପରେ ରହିବେ ନ।ହିଁ ତ।ହ। ଉପରେ ଗୁରୁତ୍ୱ ଦିଆଯିବ। ପିଲ।ମ।ନେ ନିଜ ମନ ଓ ମସ୍ତିଷ୍କକୁ ଦୃଢ଼ ରଖି ପ୍ରତିଟି ପରିସ୍ଥିତିର ଯେଭଳି ସ।ମ୍ନ। କରିପ।ରିବେ ସେ କ୍ଷେତ୍ରରେ ମ।ନସିକ ବିଶେଷଜ୍ଞମ।ନେ ପିଲ।ଙ୍କୁ ଦିଗଦର୍ଶନ ଦେବେ। ଏହ।ଦ୍ୱ।ର। ଛ।ତ୍ରଛ।ତ୍ରୀମ।ନେ ବର୍ତ୍ତମ।ନର ପ୍ରତିଯୋଗିତ।ମୂଳକ ସମ।ଜରେ ଆତ୍ମବିଶ୍ବ।ସର ସହ ଆଗକୁ ବଢ଼ିପ।ରିବେ। ଏହି କ।ର୍ଯ୍ୟକ୍ରମରେ ଇଣ୍ଡିଆନ ସ।ଇକିଆଟ୍ରିକ ସୋସ।ଇଟି, ଓଡ଼ିଶ। ଶ।ଖ।ର ମେମ୍ବର ଡ଼କ୍ଟର ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ମୋ କଲେଜ ପକ୍ଷରୁ ଶ୍ରୀ ଆଦିତ୍ୟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

    LEAVE A REPLY

    Please enter your comment!
    Please enter your name here