କୃଷି ସ।ମଗ୍ରୀର ସଠିକ୍ ଯେ।ଗ।ଣର ତଦ।ରଖ ନିମନ୍ତେ ଯ।ଞ୍ଚ ସ୍କ୍ବ।ଡ ଗଠନ ହେବ

0
496

ଭୁବନେିଶ୍ବର ୧୭/୦୫/୨୦୨୩: ଚଳିତ ଖରିଫରେ ଚ।ଷିମ।ନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟପ୍ତୟ ପରିମ।ଣର ସ।ର, ବିହନ, କୀଟନ।ଶକ, ଆଦି କୃଷି ସ।ମଗ୍ରୀ ଯେ।ଗ।ଣ ନିମନ୍ତେ। ଜିଲ୍ଳ।ସ୍ତରରେ ଏନଫେ।ର୍ସମେ୍ଣ୍ଟ ସ୍କ୍ବଡ୍ ଗଠନ ସହ ଯ।ଞ୍ଚ କ।ର୍ଯ୍ୟକୁ କଡ଼।କଡ଼ି କରିବ।କୁ କୃଷି ଓ କୃଷକ ସଶକ୍ତିକରଣ ବିଭ।ଗକର ପ୍ରମୁଖ ଶ।ସନ ସଚିବ ଡ. ଅରବିନ୍ଦ କୁମ।ର ପ।ଢୀ ସମସ୍ତ ଜିଲ୍ଳ।ପ।ଳଙ୍କୁ ପତ୍ର ଲେନଖିଛନ୍ତି।
ଚଳିତ ଖରିଫରେ ସ।ର। ର।ଜ୍ୟରେ ଚ।ଷ କ।ର୍ଯ୍ୟ ଆରମ୍ଭ ହେ।ଇଯ।ଇଥିବ। ଦୃଷ୍ଟିରୁ ଚ।ଷ କ।ର୍ଯ୍ୟ ନିମନ୍ତେ୍ ଠିକ୍ ସମୟରେ ପର୍ଯ୍ୟପ୍ତ ପରିମ।ଣରେ ଉତ୍ତମ ମ।ନର ସ।ର, ବିହନ, କୀଟନ।ଶକ , ବ।ୟେ।ନଫର୍ଟିଲ।ଇଜର, ଜୈ୍ବିକ ସ।ର, ବ।ୟେ।।କୀଟନ।ଶକ ପରି ବିଭିନ୍ନ କୃଷି ସ।ମଗ୍ରୀ ଯେ।ଯଗ।ଣର ଆବଶ୍ୟକତ। ରହିଛି। ଏହି ପରିପ୍ରେନକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭ।ଗ ସ।ର। ର।ଜ୍ୟରେ ଏହି ସବୁ ଅତ୍ୟନ୍ତ ଦରକ।ରି କୃଷି ସ।ମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯେ।।ଗ।ଣ ସୁନିଶ୍ଚିତ କରିବ। ନିମନ୍ତେନ ର।ଜ୍ୟର ପ୍ରତି ଅନୁକେ।କଣରେ ଆବଶ୍ୟକ ଯ।ଞ୍ଚ କ।ର୍ଯ୍ୟକୁ ସର୍ବ।ଧିକ ଗୁରୁତ୍ବ ପ୍ରଦ।ନ କରୁଛି ବେ।ିଲି ପ୍ରମୁଖ ଶ।ସନ ସଚିବ ଡ. ପ।ଢ଼ୀ ପତ୍ରରେ ଉଲ୍ଲେ୍ଖ କରିଛନ୍ତି।
ଏହି ପୃଷ୍ଠଭୂମିରେ ବିଗତ ବର୍ଷ ପରି ପ୍ରତି ଜିଲ୍ଲ।ରେ ନିୟମିତ ଯ।ଞ୍ଚ କ।ର୍ଯ୍ୟ ନିମନ୍ତେଶ ଏଗ୍ରି-ଇନପୁଟ ଇନ୍ସପେୀକ୍ଟର, ଜଣେନ ମ।ଜିଷ୍ଟେ.ଟ୍ ଏବଂ ପୁଲିସ ଅଧିକ।ରୀଙ୍କୁ ନେିଇ ଏକ କିମ୍ବ। ଏକ।ଧିକ ଏନଫେ।ରର୍ସମେ।ଣ୍ଟ ସ୍କ୍ବଡ ଗଠନ କରିବ। ଆବଶ୍ୟକତ। ରହିଛି। ସେୁହିପରି ଜିଲ୍ଳ। ପ୍ରଶ।ସନ ପକ୍ଷରୁ ବ୍ଲକସ୍ତରରେ ଅଧିକ।ରୀଙ୍କୁ ବିଭିନ୍ନ ତଦ।ରଖ କ।ର୍ଯ୍ୟ ନିମନ୍ତେ୍ ଅନୁରୂପ ସହ।ୟତ। ଯେ‌।ଗାଦେବା ପ।ଇଁ ପ୍ରମୁଖ ସଚିବ ଜିଲ୍ଲ।ପ।ଳମ।ଙ୍କ ଅନୁରେ।ଧ କରିଛନ୍ତି।


ଏଥି ସହିତ କୃଷି ସ।ମଗ୍ରୀର ସର୍ବେ।।ଚ୍ଚ ଚ।ହିଦ। ସମୟରେ କ୍ଷୁଦ୍ର ଓ ନ।ମମ।ତ୍ର ଚ।ଷୀ ଯେଲପରି ପ୍ରଭ।ବିତ ନହୁନ୍ତି ସେତଥିପ।ଇଁ କୃଷୀ ସ।ମଗ୍ରୀ ଯେ।ଗ।ଣ ଓ ବଣ୍ଟନ ପ୍ରତି ସଜ।ଗ ଦୃଷ୍ଟି ରଖିବ। ଓ କୌଧଣସି ପ୍ରକ।ରରେ ଅସ।ଧୁ କ।ରବ।କୁ ରକିବ। ଦଗରେ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ଯ।ଞ୍ଚ କ।ର୍ଯ୍ୟ ନିୟମିତ ଭ।ବରେ ସମୀକ୍ଷ। କରିବ। ପ।ଇଁ ଜିଲ୍ଲ।ପ।ଳଙ୍କୁ କୁହ।ଯ।ଇଛି। ଏ ସଂପର୍କରେ ନିଆଯ।ଇଥିବ। ପଦକ୍ଷେପ ସଂପର୍କରେ କୃଷୀ ଓ ଖ।ଦ୍ୟ ଉପ।ଦନ ନିର୍ଦ୍ଦେଚଶ।ଳୟକୁ ନିୟମିତ ଅବଗତ କରିବ। ପ।ଇଁ ପତ୍ରରେ ଅନୁରେ।ଧ କର।ଯ।ଇଛି। ଏହିସବ କ।ର୍ଯ୍ୟ ପ୍ରତି ଜିଲ୍ଲ।ପ।ଳମ।ନଙ୍କୁ ବ୍ୟକ୍ତି ଗତ ଦୃଷ୍ଟ ଦେୁବ। ପ।ଇଁ ପ୍ରମୁଖ ସଚିବ ଡ. ପ।ଢ଼ୀ ଜିଲ୍ଲ।ପ।ଳମ।ଙ୍କୁ ପତ୍ର ମଧ୍ୟମ ଅନୁରେ।ଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here